୨ ନକଲି ମୂକବଧିର ଲୁଟେରା ଗିରଫ : ୨୭ ମୋବାଇଲ୍‌, କ୍ୟାମେରା, ଲାପ୍‌ଟପ୍‌ ଜବତ

ଭୁବନେଶ୍ବର: ଜଟଣୀରେ ଡେରା ପକାଇ ରାଜଧାନୀରେ ଲୁଟ୍‌ପାଟ୍‌ କରୁଥିବା ଦୁଇ ମାଡ୍ରାସୀ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍। ମୂକ ଓ ବଧିରର ଅଭିନୟ କରି ଲୁଟ୍‌ କରୁଥିବା ଏହି ଦୁଇ ଲୁଟେରା ହେଲେ ତାମିଲନାଡ଼ୁ ଭେଲୋର ଅଞ୍ଚଳର କ୍ରିଷ୍ଣା ଗଣେଶ(୨୬) ଓ କ୍ରିଷ୍ଣା ଅନ୍ଥୁରଗାନ୍‌(୩୩)। ପୁଲିସ ସେମାନଙ୍କଠାରୁ ୨୭ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଲାପ୍‌ଟପ୍‌, ଡିଏସ୍‌ଏଲ୍‌ଆର୍‌ କ୍ୟାମେରା, ଟ୍ରାଇପଡ୍‌, ମୂକ ଓ ବଧିର ପ୍ରମାଣପତ୍ର ଜବତ … Continue reading ୨ ନକଲି ମୂକବଧିର ଲୁଟେରା ଗିରଫ : ୨୭ ମୋବାଇଲ୍‌, କ୍ୟାମେରା, ଲାପ୍‌ଟପ୍‌ ଜବତ